ମୋ ଛତୁଆ  


ପ୍ରତ୍ୟେକ ଦିନ ଘରକୁ ନେବା ଖାଦ୍ୟ ପୋଷଣ ଦେଇଥାଏ

ଓଡିଶାର ୭୦୦୦ ଅସାଧାରାଣ ମହିଳା ମାନଙ୍କର ଏକ ସକ୍ରିୟ ସଂଗଠନ ରହିଛି ଯେଉଁମାନେ କି ୬୬୭ ତିଆରି ଇଉନିଟ୍ ଜରିଆରେ ଉନ୍ନତମାନର ତଥା ଉତ୍ତମ ଗୁଣବତ୍ତାଯୁକ୍ତ ଘରକୁ ନେବା ଖାଦ୍ୟ ଗର୍ଭବତୀ ମହିଳା, ସ୍ତନ୍ୟପାନ କରଉଥିବା ମା ଓ ଶିଶୁ ମାନଙ୍କ ପାଇଁ ପ୍ତସ୍ତୁତ କରନ୍ତି ।

GPS locations of THR manufacturing units in Odisha
Image Description
ଆମେ କଣ କରୁ ?

ସ୍ୱୟଂ ସହାୟକ ଗୋଷ୍ଠିମାନଙ୍କୁ ବିଭିନ୍ନ ମାଧ୍ୟମରେ ସାହାଯ୍ୟ କରିବା

କ୍ଷମତା ବିକାଶ

ଘରକୁ ନେବା ଖାଦ୍ୟ ତିଆରି ପ୍ରକ୍ରିୟା ଇଉନିଟ୍ରେ ଜଡିତ ଥିବା ସ୍ୱୟଂ ସହାୟକ ଗୋଷ୍ଠିମାନଙ୍କୁ ମିଶନ୍ ଶକ୍ତି ଭବନରେ ତାଲିମ୍ ପ୍ରଦାନ

କୌଶଳ ପ୍ରଦାନ

ଏମାଇଏସ୍ ଦ୍ୱାରା ଘରକୁ ନେବା ଖାଦ୍ୟ ପ୍ରକିୟାର ଟ୍ରେନିଙ୍ଗ୍ ଓ ଚିହ୍ନଟ ପ୍ରକ୍ରିୟା ପ୍ରଦାନ

ବ୍ୟବସାୟ ନିର୍ମାଣ

ଘରକୁ ନେବା ଖାଦ୍ୟ ତିଆରି ଇଉନିଟ୍ ଗୁଡିକ ସାହାଯ୍ୟ କରି ସେମାନଙ୍କ ବ୍ୟବସାୟକୁ ଲାଭଦାୟକ କରିବା

SVG Arrow

ଏଇ ସବୁ ଏକାଠି ହେଲେ ହୋଇପାରିବ ଏକ

ସୁସ୍ଥ ମା ଓ ଶିଶୁ

ତାଲିମ୍ ଭିଡିଓ

Download Section

Resources to Download

Download English Module
Image Description
  • ICDS Scheme
  • THR Protocols
  • Monitoring & Supervision and
  • Other modules
Download Odia Module
Image Description
  • ଆଇ. ସି. ଡି. ଏସ୍.
  • ଟି. ଏଚ୍. ଆର୍ . ନିୟମାବଳୀ
  • ପର୍ଯ୍ୟବେକ୍ଷଣ ଓ ତଦାରଖ ଏବଂ
  • ଅନ୍ୟାନ୍ୟ ନିୟମାବଳୀ
Gallery
Mo Chatua
Mo Chatua
Mo Chatua
Mo Chatua
Mo Chatuae
Mo Chatua